Dr Sulochana Das’s Odia Story DHULIRA PHULA


ସାହି ପଡିସାର ସତ୍ରୀ ଲୋକ ମାନେ ଟୁପୁର୍ ଟାପୁର୍ ହେଉଥିଲେ ସିନ , କେହି ମୁହଁ ଖୋଲୁନଥିଲେ ା ଅକାଳେ ସକାଳେ କେହି ଯଦି ଦେଖେଇ ଶିଖେଇ କିଛି କହୁଥିଲା ମକରା ବୋଉ ମୁହେଁ ମୁହେଁ ଝାଡି ଦଉଥିଲା – ଆଲୋ ଏମିତି କିଏ ଅଛି ବା, କହା ଦେହରେ ରକ୍ତ ଅଛି, ଜିଭରେ ହାଡ ଅଛି କହିଦବ, ତାଂକମାନଂକର ପିଲାମାନଂକୁ ସେମାନେ ଜନମ ଦେଇଛନ୍ତି ବୋଲି ା ଆଉ ମୋ ଛୁଆ କାଇଁ ସମସ୍ତଂକ ଆଖିରେ କଂଟା ହେଇଚି ା ଗାଁ ଗୋଟାକଯାକ ସମସ୍ତେ ସତୀ ନାରୀ ଆଉ ମୁଇଁ ଏକା….. ପଢନ୍ତୁ ଡଃ ସୁେଲ।ଚନ। ଦ।ସଂକ ଗଳ୍ପ ଧୂଲିର ଫୁଲ http://www.ameodia.com/?p=3597

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s


%d bloggers like this: